ଏସ୍‌ସିବିରୁ ୧୫୦ ଡାକ୍ତର ଗଲେ ୧୦ ଜିଲ୍ଲାକୁ: ନର୍ସିଂ ହଷ୍ଟେଲରେ ଖୋଲାଯିବ ସିସିସି,ରହିବ ଅକ୍ସିଜେନ୍‌ ବ୍ୟବସ୍ଥା

କଟକ: କରୋନା ମୁକାବିଲା ପାଇଁ ଏସ୍‌ସିବିରୁ ୧୫୦ଜଣ ପିଜି, ହାଉସ୍‌ସର୍ଜନ୍‌ ଡାକ୍ତରଙ୍କୁ ୧୦ଟି ଜିଲ୍ଲାକୁ ପଠାଯାଇଛି। ସେମାନଙ୍କୁ ରାୟଗଡ଼ା, ମାଲକାନଗିରି, ସୋନପୁର, କୋରାପୁଟ ଭଳି ବିଭିନ୍ନ ଜିଲ୍ଲାକୁ ପଠାଯାଇଛି। ଏସ୍‌ସିବିରୁ ଅନ୍ୟ ଜିଲ୍ଲାକୁ ଡାକ୍ତର ପଠାଇ ଦିଆଯାଇଥିବାରୁ ଏସ୍‌ସିବିରେ ଆଗକୁ ଯେଉଁ ୭୫୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ଓ ନର୍ସିଂ ‌ହ‌ଷ୍ଟେଲରେ ଖୋଲାଯିବାକୁ ଥିବା ସିସିସି ଖୋଲାଗଲେ ଡାକ୍ତର ସମସ୍ୟା ବି ଦେଖା ଦେଇପାରେ ବୋଲି ଆଲୋଚନା କରାଯାଉଛି। … Continue reading ଏସ୍‌ସିବିରୁ ୧୫୦ ଡାକ୍ତର ଗଲେ ୧୦ ଜିଲ୍ଲାକୁ: ନର୍ସିଂ ହଷ୍ଟେଲରେ ଖୋଲାଯିବ ସିସିସି,ରହିବ ଅକ୍ସିଜେନ୍‌ ବ୍ୟବସ୍ଥା